ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –
କ୍ରୋଧାଦ୍ଭବତି ସମ୍ମୋହଃ ସମ୍ମୋହାତ ସ୍ମୃତିବିଭ୍ରମ। ସ୍ମୃତିଭ୍ରଂଶାଦ ବୁଦ୍ଧିନାଶୋ ବୁଦ୍ଧିନାଶତ ପ୍ରଣଶ୍ୟତି।।
ହେ ଅର୍ଜୁନ ! କ୍ରୋଧରୁ ଅତ୍ୟନ୍ତ ମୁଢଭାଵ ଉପନ୍ନ ହୋଇଯାଏ; ମୁଢଭାଵରୁ ସ୍ମୃତିଭ୍ରଂଶ ହୋଇଯାଏ; ସ୍ମୃତିବିଭ୍ରମ ହେବାରୁ ବୁଦ୍ଧି ଅର୍ଥାତ ଜ୍ଞାନଶକ୍ତି ନାଶ ହୋଇଯାଏ ଏବଂ ବୁଦ୍ଧିନାଶ ହେବାରୁ ସେହି ପୁରୁଷ ନିଜ ସ୍ଥିତିରୁ ଖସିପଡ଼େ।
(ଗୀତା ୨ୟ ଅ। ୬୩ଶ ର୍ଶ୍ଳୋକ )