ବୁର୍ଲା ମେଡିକାଲ କଲେଜର ୨୨ ଛାତ୍ରଛାତ୍ରୀ କୋରୋନା ପଜିଟିଭ | News Room Odisha

ବୁର୍ଲା ମେଡିକାଲ କଲେଜର ୨୨ ଛାତ୍ରଛାତ୍ରୀ କୋରୋନା ପଜିଟିଭ

ବୁର୍ଲା- ବୁର୍ଲା ମେଡିକାଲ କଲେଜରେ କୋରୋନା । କଲେଜର ୨୨ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସବୁ ପଜିଟିଭଙ୍କୁ କୋଭିଡ ହସପିଟାଲ-୨ରେ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ମେଡିକାଲରେ ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ । ଏହିଠାରୁ ସଂକ୍ରମଣ ବ୍ୟାପିଥିବା ଅନୁମାନ କରାଯାଉଛି ।