ଗୀତା ମାହାତ୍ମ୍ୟ: ଇନ୍ଦ୍ରିୟାଣାଂ ହି ଚରତାଂ ଜନ୍ମନୋଅନୁ ବିଧିୟତେ। ତଦସ୍ୟ ହରତି ପ୍ରଜ୍ଞାମ ବାୟୁରନାବମିବାମ୍ଭସି ।। | News Room Odisha

ଗୀତା ମାହାତ୍ମ୍ୟ: ଇନ୍ଦ୍ରିୟାଣାଂ ହି ଚରତାଂ ଜନ୍ମନୋଅନୁ ବିଧିୟତେ। ତଦସ୍ୟ ହରତି ପ୍ରଜ୍ଞାମ ବାୟୁରନାବମିବାମ୍ଭସି ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଇନ୍ଦ୍ରିୟାଣାଂ ହି ଚରତାଂ ଜନ୍ମନୋଅନୁ ବିଧିୟତେ। ତଦସ୍ୟ ହରତି ପ୍ରଜ୍ଞାମ ବାୟୁରନାବମିବାମ୍ଭସି ।।

ହେ ଅର୍ଜୁନ ! ବାୟୁ ଯେପରି ଜଳରେ ଚାଲୁଥିବା ନୌକା କୁ ହରଣ କରିନିଏ, ବିଷୟରେ ବିଚରଣ କରୁଥିବା ଇନ୍ଦ୍ରିୟ ମାନଙ୍କ ମଧ୍ୟରୁ ଯେଉଁ ଇନ୍ଦ୍ରିୟଟି ସହିତ ମନ ରହିଥାଏ, ସେହି ଗୋଟିଏ ଇନ୍ଦ୍ରିୟ ବି ସେହିପରି ଉକ୍ତ ଅଯୁକ୍ତ ମନୁଷ୍ୟର ବୁଦ୍ଧିକୁ ହରଣ କରିନିଏ।।

(ଗୀତା ୨ୟ ଅ। ୬୭ଶ ର୍ଶ୍ଳୋକ )