ଗୀତା ମାହାତ୍ମ୍ୟ: ଯାନିଶା ସର୍ଵ ଭୁତାନାଂ ତସ୍ୟାମ ଜାଗ୍ରର୍ତ୍ତି ସଂଯମୀ। ଯସ୍ୟାମ ଜାଗ୍ରର୍ତ୍ତିଭୁତାନି ସାନିଶା ପଶ୍ୟତୋ ମୁନେ | News Room Odisha

ଗୀତା ମାହାତ୍ମ୍ୟ: ଯାନିଶା ସର୍ଵ ଭୁତାନାଂ ତସ୍ୟାମ ଜାଗ୍ରର୍ତ୍ତି ସଂଯମୀ। ଯସ୍ୟାମ ଜାଗ୍ରର୍ତ୍ତିଭୁତାନି ସାନିଶା ପଶ୍ୟତୋ ମୁନେ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଯାନିଶା ସର୍ଵ ଭୁତାନାଂ ତସ୍ୟାମ ଜାଗ୍ରର୍ତ୍ତି ସଂଯମୀ। ଯସ୍ୟାମ ଜାଗ୍ରର୍ତ୍ତିଭୁତାନି ସାନିଶା ପଶ୍ୟତୋ ମୁନେ

ହେ ଅର୍ଜୁନ ! ଯେଉଁ ପରମାନନ୍ଦ ପ୍ରାପ୍ତି ସକଳ ପ୍ରାଣୀଙ୍କ ନିମନ୍ତେ ରାତ୍ରି ସମାନ, ସେହି ନିତ୍ୟଜ୍ଞାନ ସ୍ୱରୂପ ପରମାନନ୍ଦ ପ୍ରାପ୍ତିରେ ସ୍ଥିତପ୍ରଜ୍ଞ ଯୋଗୀ ଜାଗ୍ରତ ରୁହନ୍ତି ଏବଂ ଯେଉଁ ନାଶବାନ ସାଂସାରିକ ସୁଖ ଲାଭରେ ସକଳପ୍ରାଣୀ ଜାଗ୍ରତ ରୁହନ୍ତି, ପରମାତ୍ମତତ୍ତ୍ୱ ଜାଣିଥିବା ମୁନିଙ୍କ ନିମନ୍ତେ ତାହା ରାତ୍ରି ସମାନ।

(ଗୀତା ୨ୟ ଅ। ୬୯ଶ ର୍ଶ୍ଳୋକ )