ଗୀତା ମାହାତ୍ମ୍ୟ: ବିହାୟ କାମାନ ଯାଃ ସର୍ବାନ ପୁମାଂଶ୍ଚରତି ନିଃସ୍ପୃହଃ। ନିର୍ମମୋ ନିରହଙ୍କାର ସ ଶାନ୍ତି ମଧିଗଛତି।। | News Room Odisha

ଗୀତା ମାହାତ୍ମ୍ୟ: ବିହାୟ କାମାନ ଯାଃ ସର୍ବାନ ପୁମାଂଶ୍ଚରତି ନିଃସ୍ପୃହଃ। ନିର୍ମମୋ ନିରହଙ୍କାର ସ ଶାନ୍ତି ମଧିଗଛତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ବିହାୟ କାମାନ ଯାଃ ସର୍ବାନ
ପୁମାଂଶ୍ଚରତି ନିଃସ୍ପୃହଃ।
ନିର୍ମମୋ ନିରହଙ୍କାର
ସ ଶାନ୍ତି ମଧିଗଛତି।।

ହେ ଅର୍ଜୁନ ! ଯେଉଁ ପୁରୁଷ କାମନା ତ୍ୟାଗକରି ମମତ୍ୱ ରହିତ, ଅହଙ୍କାର ରହିତ, ଏବଂ ନିଃସ୍ପୃହଃ ହୋଇ ବିଚରଣ କରନ୍ତି, ସିଏ ହିଁ ଶାନ୍ତି ପ୍ରାପ୍ତ ହୁଅନ୍ତି ଅର୍ଥାତ ଶାନ୍ତି ଲାଭ କରିଥାନ୍ତି।

(ଗୀତା ୨ୟ ଅ। ୭୧ଶ ର୍ଶ୍ଳୋକ )