ଗୀତା ମାହାତ୍ମ୍ୟ: ଏଷା ବ୍ରାହ୍ମୀ ସ୍ଥିତି ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି। ସ୍ଥିତାସ୍ୟାମନ୍ତ କାଳେଅପି ବ୍ରହ୍ମନିର୍ବାଣ ମୃଛତି।। | News Room Odisha

ଗୀତା ମାହାତ୍ମ୍ୟ: ଏଷା ବ୍ରାହ୍ମୀ ସ୍ଥିତି ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି। ସ୍ଥିତାସ୍ୟାମନ୍ତ କାଳେଅପି ବ୍ରହ୍ମନିର୍ବାଣ ମୃଛତି।।

ଏଷା ବ୍ରାହ୍ମୀ ସ୍ଥିତି ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି। ସ୍ଥିତାସ୍ୟାମନ୍ତ କାଳେଅପି ବ୍ରହ୍ମନିର୍ବାଣ ମୃଛତି।।

ହେ ଅର୍ଜୁନ ! ଏହା ହେଉଛି ବ୍ରହ୍ମଙ୍କୁ ପ୍ରାପ୍ତ ହୋଇଥିବା ପୁରୁଷଙ୍କ ସ୍ଥିତି। ଏହାକୁ ପ୍ରାପ୍ତ ହୋଇ ଯୋଗୀ କେବେହେଲେ ମୋହିତ ହୁଅନ୍ତି ନାହିଁ। ଏବଂ ଅନ୍ତ କାଳରେ ମଧ୍ୟ ଏହି ବ୍ରାହ୍ମୀ ସ୍ଥିତିରେ ସ୍ଥିତ ହୋଇ ସେ ବ୍ରହ୍ମାନନ୍ଦ ପ୍ରାପ୍ତ ହୁଅନ୍ତି।

( ଇତି ଗୀତା ୨ୟ ଅ। ୭୨ଶ ର୍ଶ୍ଳୋକ )