ଭୁବନେଶ୍ୱର ଲ୍ୟାଣ୍ଡ୍ ୟୁଜ୍ ଇଂଟେଲିଜେନସ ସିଷ୍ଟମକୁ ମିଳିବ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର | News Room Odisha

ଭୁବନେଶ୍ୱର ଲ୍ୟାଣ୍ଡ୍ ୟୁଜ୍ ଇଂଟେଲିଜେନସ ସିଷ୍ଟମକୁ ମିଳିବ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର

ଭୁବନେଶ୍ୱର – ପ୍ରାଶାସନିକ ସ୍ୱଚ୍ଛତା ଓ ସୁବିଧା ପାଇଁ ଓଡିଶାକୁ ମିଳିବ ଆଉ ଏକ ଜାତୀୟ ପୁରସ୍କାର । ଭୁବନେଶ୍ୱର ଲ୍ୟାଣ୍ଡ୍ ୟୁଜ୍ ଇଂଟେଲିଜେନସ ସିଷ୍ଟମ- ବିଏଲୟୁଆଇଏସ ଉତ୍କର୍ଷତା ପାଇଁ ପୁରସ୍କୃତ ହୋଇଛି । ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ଆପଣାଇବା ପାଇଁ ୨୦୨୦-୨୧ ଜାତୀୟ ଇ -ଗଭର୍ଣ୍ଣାନସ ‘କ୍ୟାଟୋଗୋରି –ଭି’ ଅଧୀନରେ ‘ଗୋଲ୍ଡ’ ପୁରସ୍କାର ପାଇଁ ବିଏଲୟୁଆଇଏସକୁ ମନୋନୀତ କରାଯାଇଛି ।