ସୁନୀଲ କୁମାର ବଂଶଲ ହେଲେ ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ | News Room Odisha

ସୁନୀଲ କୁମାର ବଂଶଲ ହେଲେ ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ

ଭୁବନେଶ୍ୱର- ସୁନୀଲ କୁମାର ବଂଶଲ ହେଲେ ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ । ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ ବଂଶଲ ଅଭୟଙ୍କ ସ୍ଥାନ ନେବେ । ବର୍ତ୍ତମାନ ଗୁଇନ୍ଦା ବିଭାଗ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ବଂଶଲ । ୧୬ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସୁନୀଲ ବଂଶଲ । ୨୦୨୨ ଜୁନ୍ ଯାଏଁ ଦାୟିତ୍ୱ ତୁଲାଇବେ ସୁନୀଲ ବଂଶଲ ।