ଗୀତା ମାହାତ୍ମ୍ୟ: କର୍ମ ବ୍ରହ୍ମଦ୍ଭଵମ ବିଧି ବ୍ରହ୍ମାକ୍ଷର ସମୁଦ୍ଭଵ। ତସ୍ମାତସର୍ଵଗତଂ ବ୍ରହ୍ମ ନିତ୍ୟଂ ଯଜ୍ଞ ପ୍ରତିଷ୍ଠିତମ।। | News Room Odisha

ଗୀତା ମାହାତ୍ମ୍ୟ: କର୍ମ ବ୍ରହ୍ମଦ୍ଭଵମ ବିଧି ବ୍ରହ୍ମାକ୍ଷର ସମୁଦ୍ଭଵ। ତସ୍ମାତସର୍ଵଗତଂ ବ୍ରହ୍ମ ନିତ୍ୟଂ ଯଜ୍ଞ ପ୍ରତିଷ୍ଠିତମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

କର୍ମ ବ୍ରହ୍ମଦ୍ଭଵମ ବିଧି ବ୍ରହ୍ମାକ୍ଷର ସମୁଦ୍ଭଵ।
ତସ୍ମାତସର୍ଵଗତଂ ବ୍ରହ୍ମ ନିତ୍ୟଂ ଯଜ୍ଞ ପ୍ରତିଷ୍ଠିତମ।।

ହେ ଅର୍ଜୁନ ! ସମସ୍ତ ପ୍ରାଣୀ ଅନ୍ନ ରୁ ଉତ୍ପନ୍ନ ହୁଅନ୍ତି, ଅନ୍ନର ଉତ୍ପତ୍ତି ବୃଷ୍ଟି ରୁ ହୁଏ, ବୃଷ୍ଟି ଯଜ୍ଞରୁ ଉତ୍ପନ୍ନ ହୁଏ ଏବଂ ଯଜ୍ଞ ବିହିତ କର୍ମରୁ ଉତ୍ପନ୍ନ ହୋଇଥାଏ। କର୍ମ ସମୁଦାୟ ବେଦରୁ ଉତ୍ପନ୍ନ ହୁଏ। ବେଦ ପରମାତ୍ମାଙ୍କ ଠାରୁ ଉତ୍ପନ୍ନ ହୁଅନ୍ତି ବୋଲି ଜାଣ। ତେଣୁ ସିଦ୍ଧ ହେଲା ଯେ ସର୍ବବ୍ୟାପୀ ପରମ ଅକ୍ଷର ପରମାତ୍ମା ସଦା ସର୍ବଦା ଯଜ୍ଞରେ ପ୍ରତିଷ୍ଠିତ।

( ଗୀତା ୩ୟ ଅ। ୧୫ଶ ଶ୍ଲୋକ )