ଗୀତା ମାହାତ୍ମ୍ୟ: ଯସ୍ତ୍ବଆତ୍ମରତିରେବ ସ୍ୟାଦାତ୍ମତୃପ୍ତଶ୍ଚ ମାନବ। ଆତ୍ମନ୍ୟେବ ଚ ସନ୍ତୁଷ୍ଟସ୍ତସ୍ୟ କାର୍ଯ୍ୟଂ ନବିଦ୍ୟତେ।। | News Room Odisha

ଗୀତା ମାହାତ୍ମ୍ୟ: ଯସ୍ତ୍ବଆତ୍ମରତିରେବ ସ୍ୟାଦାତ୍ମତୃପ୍ତଶ୍ଚ ମାନବ। ଆତ୍ମନ୍ୟେବ ଚ ସନ୍ତୁଷ୍ଟସ୍ତସ୍ୟ କାର୍ଯ୍ୟଂ ନବିଦ୍ୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଯସ୍ତ୍ବଆତ୍ମରତିରେବ ସ୍ୟାଦାତ୍ମତୃପ୍ତଶ୍ଚ ମାନବ।
ଆତ୍ମନ୍ୟେବ ଚ ସନ୍ତୁଷ୍ଟସ୍ତସ୍ୟ କାର୍ଯ୍ୟଂ ନବିଦ୍ୟତେ।।

ହେ ଅର୍ଜୁନ ! କିନ୍ତୁ ଯେଉଁ ପୁରୁଷ ଆତ୍ମାରେ ରମଣଏହି କରୁଥାନ୍ତି ଏବଂ ଆତ୍ମାରେ ତୃପ୍ତ ତଥା ଆତ୍ମାରେ ସନ୍ତୁଷ୍ଟ ହୋଇ ରହିଥାନ୍ତି, ତାହାଙ୍କ ପାଇଁ କୌଣସି କର୍ତ୍ତବ୍ୟ ନାହିଁ।

( ଗୀତା ୩ୟ ଅ। ୧୭ଶ ଶ୍ଲୋକ )