ମହାନଦୀରେ ଓଡିଶାର ଦୀର୍ଘତମ ସେତୁ ଅଧିକ ଲୋକ ଓ ଅଧିକ ସ୍ଥାନକୁ ଯୋଡିବ, ବିକାଶ ବି ଅଧିକ ହେବ : ମୁଖ୍ୟମନ୍ତ୍ରୀ | News Room Odisha

ମହାନଦୀରେ ଓଡିଶାର ଦୀର୍ଘତମ ସେତୁ ଅଧିକ ଲୋକ ଓ ଅଧିକ ସ୍ଥାନକୁ ଯୋଡିବ, ବିକାଶ ବି ଅଧିକ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମହାନଦୀରେ ରାଜ୍ୟରେ ଦୀର୍ଘତମ ସେତୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ତା ପୂର୍ବରୁ ଏହି ‘ଟି’ ଆକୃତିର ସେତୁର କିଛି ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀ ଉପରେ ଏହି ଦୀର୍ଘତମ ସେତୁ ଅଧିକରୁ ଅଧିକ ଲୋକ ଓ ସ୍ଥାନକୁ ଯୋଡିବ । ଏହାଦ୍ୱାରା ଅଧିକ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।