ଗୀତା ମାହାତ୍ମ୍ୟ: ଯଦଯଦାଚରତି ଶ୍ରେଷ୍ଠସ୍ତତ୍ତ୍ୱଦେବେତରୋ ଜନଃ। ସ ଯତ୍ ପ୍ରମାଣମ କୁରୁତେ ଲୋକସ୍ତଦନୁବର୍ତ୍ତତେ।। | News Room Odisha

ଗୀତା ମାହାତ୍ମ୍ୟ: ଯଦଯଦାଚରତି ଶ୍ରେଷ୍ଠସ୍ତତ୍ତ୍ୱଦେବେତରୋ ଜନଃ। ସ ଯତ୍ ପ୍ରମାଣମ କୁରୁତେ ଲୋକସ୍ତଦନୁବର୍ତ୍ତତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଯଦଯଦାଚରତି ଶ୍ରେଷ୍ଠସ୍ତତ୍ତ୍ୱଦେବେତରୋ ଜନଃ। ସ ଯତ୍ ପ୍ରମାଣମ କୁରୁତେ ଲୋକସ୍ତଦନୁବର୍ତ୍ତତେ।।

ହେ ଅର୍ଜୁନ ! ଶେଷ୍ଠ ପୁରୁଷ ଯେଉଁ ଯେଉଁ ଆଚରଣ କରନ୍ତି, ଅନ୍ୟ ପୁରୁଷମାନେ ମଧ୍ୟ ସେହି ସେହି ଆଚରଣ କରନ୍ତି ଏବଂ ସେ ଯାହା କିଛି ପ୍ରମାଣ କରିଦିଅନ୍ତି, ସମସ୍ତ ମନୁଷ୍ୟ ତାହା ଅନୁସରଣ କରନ୍ତି।

( ଗୀତା ୩ୟ ଅ। ୨୧ଶ ଶ୍ଲୋକ )