ଗୀତା ମାହାତ୍ମ୍ୟ: ନମେ ପାର୍ଥସ୍ତି କର୍ତବ୍ୟମ ତ୍ରିଷୁଲୋକେଷୁ କିଂଚନ। ନାନବାପ୍ତମବାପ୍ତବ୍ୟଂ ବର୍ତ୍ତ ଏବ ଚ କର୍ମଣି।। | News Room Odisha

ଗୀତା ମାହାତ୍ମ୍ୟ: ନମେ ପାର୍ଥସ୍ତି କର୍ତବ୍ୟମ ତ୍ରିଷୁଲୋକେଷୁ କିଂଚନ। ନାନବାପ୍ତମବାପ୍ତବ୍ୟଂ ବର୍ତ୍ତ ଏବ ଚ କର୍ମଣି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ନମେ ପାର୍ଥସ୍ତି କର୍ତବ୍ୟମ ତ୍ରିଷୁଲୋକେଷୁ କିଂଚନ। ନାନବାପ୍ତମବାପ୍ତବ୍ୟଂ ବର୍ତ୍ତ ଏବ ଚ କର୍ମଣି।।

ହେ ଅର୍ଜୁନ ! ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, କୌଣସି ପ୍ରାପ୍ତିଯୋଗ୍ୟ ବସ୍ତୁ ମୋତେ ଅପ୍ରାପ୍ତ ନୁହେଁ; ତଥାପି ମୁଁ କର୍ମରେ ହିଁ ଲାଗି ରହିଛି।

( ଗୀତା ୩ୟ ଅ। ୨୨ଶ ଶ୍ଲୋକ )