ଗୀତା ମାହାତ୍ମ୍ୟ: ଯଦି ହ୍ୟହଂ ନ ବର୍ତ୍ତେୟଂ ଜାତୁ କର୍ମଣ୍ୟ ତନ୍ଦ୍ରିତଃ। ମମ ବତ୍ମାନୁବର୍ତ୍ତନ୍ତେ ମନୁଷ୍ୟହ ପାର୍ଥ ସର୍ବଶଃ।। | News Room Odisha

ଗୀତା ମାହାତ୍ମ୍ୟ: ଯଦି ହ୍ୟହଂ ନ ବର୍ତ୍ତେୟଂ ଜାତୁ କର୍ମଣ୍ୟ ତନ୍ଦ୍ରିତଃ। ମମ ବତ୍ମାନୁବର୍ତ୍ତନ୍ତେ ମନୁଷ୍ୟହ ପାର୍ଥ ସର୍ବଶଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଯଦି ହ୍ୟହଂ ନ ବର୍ତ୍ତେୟଂ ଜାତୁ କର୍ମଣ୍ୟ ତନ୍ଦ୍ରିତଃ।
ମମ ବତ୍ମାନୁବର୍ତ୍ତନ୍ତେ ମନୁଷ୍ୟହ ପାର୍ଥ ସର୍ବଶଃ।।

ହେ ଅର୍ଜୁନ ! ଯଦି କଦାଚିତ ମୁଁ ସାବଧାନ ହୋଇ କର୍ମରେ ଲାଗି ନରହେ, ତେବେ ବଡ଼କ୍ଷତି ହୋଇ ଯିବ; କାରଣ ମନୁଷ୍ୟମାନେ ସବୁଦିଗରୁ ମୋରି ମାର୍ଗ ଅନୁସରଣ କରନ୍ତି।
( ଗୀତା ୩ୟ ଅ। ୨୩ଶ ଶ୍ଲୋକ )