ଗୀତା ମାହାତ୍ମ୍ୟ: ମୟି ସର୍ବାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତସା। ନିରାଶି ନିର୍ମମୋ ନଭୁତ୍ବା ଯୁଦ୍ଧସ୍ଵ ବିଗତଜ୍ୱର।। | News Room Odisha

ଗୀତା ମାହାତ୍ମ୍ୟ: ମୟି ସର୍ବାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତସା। ନିରାଶି ନିର୍ମମୋ ନଭୁତ୍ବା ଯୁଦ୍ଧସ୍ଵ ବିଗତଜ୍ୱର।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ମୟି ସର୍ବାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତସା।
ନିରାଶି ନିର୍ମମୋ ନଭୁତ୍ବା ଯୁଦ୍ଧସ୍ଵ ବିଗତଜ୍ୱର।।

ହେ ଅର୍ଜ୍ଜୁନ ! ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କ ଠାରେ ଲାଗି ରହିଥିବା ଚିତ୍ତ୍ୱ ଦ୍ୱାରା ସମସ୍ତ କର୍ମ ମୋ ଠାରେ ଅର୍ପଣ କରି ଆଶାରହିତ, ମମତ୍ୱ ରହିତ ଓ ସନ୍ତାପ ରହିତ ହୋଇ ଯୁଦ୍ଧ କର।

( ଗୀତା ୩ୟ ଅ। ୩୦ଶ ଶ୍ଲୋକ )