ଗୀତା ମାହାତ୍ମ୍ୟ: ଯେ ମେ ମତମିଦଂ ନିତ୍ୟମନୁତିଷ୍ଠନ୍ତି ମାନବ। ଶ୍ରଦ୍ଧାବନ୍ତଅନସୁୟନ୍ତ ମୁଚ୍ୟନ୍ତେ ତେଅପି କର୍ମଭି।। | News Room Odisha

ଗୀତା ମାହାତ୍ମ୍ୟ: ଯେ ମେ ମତମିଦଂ ନିତ୍ୟମନୁତିଷ୍ଠନ୍ତି ମାନବ। ଶ୍ରଦ୍ଧାବନ୍ତଅନସୁୟନ୍ତ ମୁଚ୍ୟନ୍ତେ ତେଅପି କର୍ମଭି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଯେ ମେ ମତମିଦଂ ନିତ୍ୟମନୁତିଷ୍ଠନ୍ତି ମାନବ।
ଶ୍ରଦ୍ଧାବନ୍ତଅନସୁୟନ୍ତ ମୁଚ୍ୟନ୍ତେ ତେଅପି କର୍ମଭି।।

ହେ ଅର୍ଜ୍ଜୁନ ! ଯେଉଁ ମନୁଷ୍ୟମାନେ ଦୋଷ ଦୃଷ୍ଟି ରୁ ରହିତ ହୋଇ ଏବଂ ଶ୍ରଦ୍ଧାଯୁକ୍ତ ହୋଇ ସଦା ସର୍ବଦା ମୋର ଏହି ମତ ଅନୁସରଣ କରନ୍ତି, ସେମାନେ ମଧ୍ୟ ସମସ୍ତ କର୍ମରୁ ମୁକ୍ତ ହୋଇ ଯାଆନ୍ତି।

( ଗୀତା ୩ୟ ଅ। ୩୧ଶ ଶ୍ଲୋକ )