ଗୀତା ମାହାତ୍ମ୍ୟ: ସଦୃଶଂ ଚେଷ୍ଟତେ ସ୍ଵସ୍ୟା ପ୍ରକୃତେଜ୍ଞାନବାନପି। ପ୍ରକୃତିମ ଯାନ୍ତି ଭୁତାନି ନିଗ୍ରହ କିଂ କରିଷ୍ୟତି।। | News Room Odisha

ଗୀତା ମାହାତ୍ମ୍ୟ: ସଦୃଶଂ ଚେଷ୍ଟତେ ସ୍ଵସ୍ୟା ପ୍ରକୃତେଜ୍ଞାନବାନପି। ପ୍ରକୃତିମ ଯାନ୍ତି ଭୁତାନି ନିଗ୍ରହ କିଂ କରିଷ୍ୟତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ସଦୃଶଂ ଚେଷ୍ଟତେ ସ୍ଵସ୍ୟା ପ୍ରକୃତେଜ୍ଞାନବାନପି।
ପ୍ରକୃତିମ ଯାନ୍ତି ଭୁତାନି ନିଗ୍ରହ କିଂ କରିଷ୍ୟତି।।

ହେ ଅର୍ଜ୍ଜୁନ ! ସମସ୍ତ ପ୍ରାଣୀ ପ୍ରକୃତିକୁ ପ୍ରାପ୍ତ ହୁଅନ୍ତି ଅର୍ଥାତ ନିଜ ସ୍ୱଭାବର ପରବଶ ହୋଇ କର୍ମ କରନ୍ତି।ଜ୍ଞାନବାନ ବ୍ୟକ୍ତି ମଧ୍ୟ ନିଜ ପ୍ରକୃତି ଅନୁସାରେ ଚେଷ୍ଟା କରନ୍ତି। ତେଣୁ ଏଥିରେ କାହାର ଜିଦ ବା କଣ କରିବ।

( ଗୀତା ୩ୟ ଅ। ୩୩ଶ ଶ୍ଲୋକ )