କଟକରୁ ପୁଣି ମିଳିଲା ନକଲି, ସିମେଂଟ କାରଖାନା ସିଲ୍‌,୨ ଅଟକ | News Room Odisha

କଟକରୁ ପୁଣି ମିଳିଲା ନକଲି, ସିମେଂଟ କାରଖାନା ସିଲ୍‌,୨ ଅଟକ

କଟକ – କଟକ ପାଲଟିଛି ନକଲି ଜିନିଷ କାରବାରର ପେଣ୍ଠସ୍ଥଳୀ । ଜଗତପୁର ଅଂଚଳରୁ ନକଲି ସିମେଂଟ୍ କାରଖାନା ଠାବ କରିଛି ପୋଲିସ । ଜଗତପୁର ପୀରବଜାରରେ ଚାଲିଥିବା ଏହି ନକଲି କାରଖାନା । ନକଲି ସିମେଂଟ୍ ପ୍ରସ୍ତୁତ କରିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅପମିଶ୍ରଣ ଓ ନକଲି ଅଭିଯୋଗ ପରେ କାରଖାନାକୁ ସିଲ୍ କରିଦିଆଯାଇଛି ।