ଏକାଧିକ କୋରୋନା ମାମଲା ଯୋଗୁଁ ରାଜଧାନୀ ଡିିସିପି ଅଫିସ ବନ୍ଦ | News Room Odisha

ଏକାଧିକ କୋରୋନା ମାମଲା ଯୋଗୁଁ ରାଜଧାନୀ ଡିିସିପି ଅଫିସ ବନ୍ଦ

ଭୁବନେଶ୍ୱର – ରାଜଧାନୀ ଡିସିପି ଅଫିସରେ ପଶିଲୀ କୋରୋନା । ବାଣୀବିହାର ସ୍ଥିତ ଡିସିପି ଅଫିସରେ କୋରୋନାର ଏକାଧିକ ମାମଲା ଚିହ୍ନଟ ହେଲା ପରେ ଅଫିସକୁ ବନ୍ଦ କରିଦିଆଯାଇଛି । ଏ ନେଇ ବିଏମସି ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିଶନର ସୂଚନା ଦେଇଛନ୍ତି । ରାଜ୍ୟରେ କୋରୋନାର ଗ୍ରାଫ ଗତ କିଛି ଦିନ ମଧ୍ୟରେ ଉପରମୁହାଁ ହେଉଥିବାରୁ ଚିନ୍ତା ବଢିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୮୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।