ଦେବ୍ରିଗଡ ଅଭୟାରଣ୍ୟରେ ଆଜିଠାରୁ ପକ୍ଷୀ ଗଣନା ଆରମ୍ଭ | News Room Odisha

ଦେବ୍ରିଗଡ ଅଭୟାରଣ୍ୟରେ ଆଜିଠାରୁ ପକ୍ଷୀ ଗଣନା ଆରମ୍ଭ

ସମ୍ବଲପୁର – ଆଜିଠାରୁ ଦେବ୍ରିଗଡ ଅଭୟାରଣ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ହୀରାକୁଦ ଜଳଭଣ୍ଡାରରେ ୨ ଦିନ ଧରି ଚାଲିବ ବିଦେଶୀ ପକ୍ଷୀ ଗଣନା । ପ୍ରଥମ ଥର ପାଇଁ ଓଡିଶା-ଛତିଶଗଡ ସୀମାରେ ପକ୍ଷୀ ଗଣନା କରାଯିବ । ସମ୍ବଲପୁର, ଝାରସୁଗୁଡା, ବରଗଡ ଜିଲ୍ଲାର ଜଳଭଣ୍ଡାର ଅଂଚଳରେ ଗଣନା କରାଯିବ । ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୩୮ଟି ଟିମ୍ ଗଠିତ ହୋଇଛି ।