ଗୀତା ମାହାତ୍ମ୍ୟ: ଧୁମେନାବ୍ରିୟତେ ବହ୍ନିରଯଥାଦର୍ଶୋ ମଳେନ ଚ। ଯଥୋଲବେନାବୃତୋ ଗର୍ଭସ୍ତଥା ତେନେଦମାବୃତମ।। | News Room Odisha

ଗୀତା ମାହାତ୍ମ୍ୟ: ଧୁମେନାବ୍ରିୟତେ ବହ୍ନିରଯଥାଦର୍ଶୋ ମଳେନ ଚ। ଯଥୋଲବେନାବୃତୋ ଗର୍ଭସ୍ତଥା ତେନେଦମାବୃତମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଧୁମେନାବ୍ରିୟତେ ବହ୍ନିରଯଥାଦର୍ଶୋ ମଳେନ ଚ।
ଯଥୋଲବେନାବୃତୋ ଗର୍ଭସ୍ତଥା ତେନେଦମାବୃତମ।।

ହେ ଅର୍ଜ୍ଜୁନ ! ଯେପରି ଧୁଆଁଦ୍ୱାରା ଅଗ୍ନି ଆବୃତ ହୋଇଥାଏ, ଧୁଳିଦ୍ୱାରା ଦର୍ପଣ ଆବୃତ ହୋଇଥାଏ ତଥା ଜରାୟୁ ଦ୍ଵାରା ଗର୍ଭ ଆବୃତ ହୋଇଥାଏ, କାମଦ୍ୱାରା ଏହି ଜ୍ଞାନ ସେହିପରି ଆବୃତ ହୋଇ ରହିଥାଏ।

( ଗୀତା ୩ୟ ଅ। ୩୮ଶ ଶ୍ଲୋକ )