ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଗୀତା ଜ୍ଞାନ ପ୍ରଦାନ କରି କହୁଛନ୍ତି : –
ସ ଏବାୟଂ ମୟା ତେଅଦ୍ୟ
ଯୋଗ ପ୍ରୋକ୍ତଃପୁରାତ ନଃ ।
ଭକ୍ତଅସି ମେ ସଖା ଚେତି
ରାହସ୍ୟଂ ହ୍ୱତ ଦୁତ୍ତମମ।।
ହେ ଅର୍ଜ୍ଜୁନ ! ତୁମେ ମୋର ଭକ୍ତ ଓ ପ୍ରିୟସଖା; ଏଣୁ ସେହି ପୁରାତନ ଯୋଗ ହିଁ ଆଜି ମୁଁ ତୁମକୁ କହିଦେଲି; କାରଣ ଏହା ହେଉଛି ଅତ୍ୟନ୍ତ ଉତ୍ତମ ରହସ୍ୟ ଅର୍ଥାତ ଗୁପ୍ତ ରଖିବା ଯୋଗ୍ୟ ବିଷୟ।।
( ଗୀତା ୪ର୍ଥ ଅ। ୩ୟ ଶ୍ଲୋକ )