ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୪୫୨ କୋରୋନା ଆକ୍ରାନ୍ତ | News Room Odisha

ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୪୫୨ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର-ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୪ ହଜାର ୪୫୨ କୋରୋନା ସଂକ୍ରମିତ । ଖୋଦ୍ଧା୍‌ର୍ ଜିଲ୍ଲାରୁ ସର୍ବାଝିକ ୧୦୦୩ , ସୁନ୍ଦରଗଡରୁ ୮୬୮, ସମ୍ବଲପୁରରୁ ୬୪୪, କଟକରୁ ୩୮୬, ଝାରସୁଗୁଡାରୁ ୩୨୬, ମୟୂରଭଞ୍ଜରୁ ୧୬୨, ବାଲେଶ୍ୱରରୁ ୧୦୦, କେନ୍ଦୁଝରରୁ ୯୯, ପୁରୀରୁ ୯୯, ଯାଜପୁରରୁ ୭୮, ନବରଙ୍ଗପୁରରୁ ୭୩,କଳାହାଣ୍ଡିରୁ ୭୦, ଗଞ୍ଜାମରୁ ୫୫, ବଲାଙ୍ଗିରରୁ ୫୪, ଜଗତସିଂହପୁରରୁ ୪୬, ଅନୁଗୁଳରୁ ୪୦, ଦେବଗଡରୁ ୩୬, ସୋନପୁରରୁ ୩୩, ଗଜପତିରୁ ୩୨, ବରଗଡରୁ ୧୬, କନ୍ଧମାଳରୁ ୮, ନୟାଗଡରୁ ୮, କେନ୍ଦ୍ରାପଡାରୁ ୬, ଭଦ୍ରକରୁ ୫, ଢେଙ୍କାନାଳରୁ ୩ ଜଣ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲରୁ ସୁସ୍ଥ ହୋଇଛନ୍ତି ୨୦୨ ।
ରାଜ୍ୟରେ ଏ ଯାଏଁ ମୋଟ ସୁସ୍ଥଙ୍କ ସଂଖ୍ୟା ୧୦ ଲକ୍ଷ ୬୦ ହଜାର ୬୭କୁ ବୃଦ୍ଧି ପାଇଛି ।