ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –
ଅପରଂ ଭବତୋ ଜନ୍ମ ପରଂ ଜନ୍ମ ବିବସ୍ବତଃ।
କଥମେତଦ ବୀଜା ନିୟଂ ତ୍ୱମାଦୌ ପ୍ରୋକ୍ତବା ନିତି
ହେ ସଖେ ଶ୍ରୀକୃଷ୍ଣ ! ଆପଣଙ୍କ ଜନ୍ମ ତ ଅର୍ବାଚିନ। ବର୍ତ୍ତମାନ ହୋଇଛି ଏବଂ ସୁର୍ଯ୍ୟ ଙ୍କ ବହୁ ପୂର୍ବରୁ ଅର୍ଥାତ କଳ୍ପର ଆରମ୍ଭରେ ହୋଇଥିଲା, ତେଣୁ ଆପଣ କଳ୍ପର ଆରମ୍ଭରେ ସୁର୍ଯ୍ୟଙ୍କୁ ଏହିଯୋଗ କହିଥିଲେ ବୋଲି ମୁଁ କିପରି ବୁଝି ପାରିବି?
( ଗୀତା ୪ର୍ଥ ଅ। ୪ର୍ଥ ଶ୍ଲୋକ )