ଗୀତା ମାହାତ୍ମ୍ୟ: ଅଜୋଅପି ସନ୍ନବ୍ୟୟାତ୍ମା ଭୁତାନାମୀଶ୍ୱରୋଅପି ସନ। ପ୍ରକୃତିମ ସ୍ୱାମଧିଷ୍ଠାୟ ସମ୍ଭବାମ୍ୟାତ୍ମମାୟୟା।। | News Room Odisha

ଗୀତା ମାହାତ୍ମ୍ୟ: ଅଜୋଅପି ସନ୍ନବ୍ୟୟାତ୍ମା ଭୁତାନାମୀଶ୍ୱରୋଅପି ସନ। ପ୍ରକୃତିମ ସ୍ୱାମଧିଷ୍ଠାୟ ସମ୍ଭବାମ୍ୟାତ୍ମମାୟୟା।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଅଜୋଅପି ସନ୍ନବ୍ୟୟାତ୍ମା ଭୁତାନାମୀଶ୍ୱରୋଅପି
ସନ। ପ୍ରକୃତିମ ସ୍ୱାମଧିଷ୍ଠାୟ ସମ୍ଭବାମ୍ୟାତ୍ମମାୟୟା।।

ହେ ଅର୍ଜ୍ଜୁନ ! ମୁଁ ଅଜନ୍ମା ଏବଂ ଅବିନାଶୀ ସ୍ୱରୂପ ହୋଇଥିଲେ ମଧ୍ୟ ଏବଂ ସମସ୍ତ ପ୍ରାଣୀମାନଙ୍କର ଈଶ୍ୱର ହୋଇଥିଲେ ମଧ୍ୟ ନିଜ ପ୍ରକୃତିକୁ ଅଧିନ କରି ନିଜ ଯୋଗମାୟା ବଳରେ ପ୍ରକଟ ହୋଇଥାଏ।

( ଗୀତା ୪ର୍ଥ ଅ। ୬ଷ୍ଠ ଶ୍ଲୋକ )