ଗୀତା ମାହାତ୍ମ୍ୟ: ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ଭ୍ୟୁସ୍ଥାନ ମଧର୍ମମସ୍ୟ ତଦାତ୍ମାନଂ ସୃଜାମ୍ୟହମ।। | News Room Odisha

ଗୀତା ମାହାତ୍ମ୍ୟ: ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ଭ୍ୟୁସ୍ଥାନ ମଧର୍ମମସ୍ୟ ତଦାତ୍ମାନଂ ସୃଜାମ୍ୟହମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ।
ଭ୍ୟୁସ୍ଥାନ ମଧର୍ମମସ୍ୟ ତଦାତ୍ମାନଂ ସୃଜାମ୍ୟହମ।।

ହେ ଅର୍ଜ୍ଜୁନ ! ଯେଉଁ ଯେଉଁ ସମୟରେ ଧର୍ମର ଅବକ୍ଷୟ ହୁଏ ଏବଂ ଅଧର୍ମର ବୃଦ୍ଧି ହୁଏ, ସେହି ସେହି ସମୟରେ ମୁଁ ନିଜର ରୂପ ସୃଷ୍ଟି କରିଥାଏ, ଅର୍ଥାତ ସାକାର ରୂପରେ ଲୋକମାନଙ୍କ ସମ୍ମୁଖରେ ପ୍ରକଟ ହୁଏ।

( ଗୀତା ୪ର୍ଥ ଅ। ୭ମ ଶ୍ଲୋକ )