ଗୀତା ମାହାତ୍ମ୍ୟ: ଜନ୍ମକର୍ମ ଚମେ ଦିବ୍ୟମେବଂ ଯୋ ବେତ୍ତି ତତ୍ୱତଃ। ତ୍ୟର୍କ୍ତାଦେହଂ ପୁନର୍ଜନ୍ମ ନୈତି ମାମେତି ସୋ ଅର୍ଜ୍ଜୁନ | News Room Odisha

ଗୀତା ମାହାତ୍ମ୍ୟ: ଜନ୍ମକର୍ମ ଚମେ ଦିବ୍ୟମେବଂ ଯୋ ବେତ୍ତି ତତ୍ୱତଃ। ତ୍ୟର୍କ୍ତାଦେହଂ ପୁନର୍ଜନ୍ମ ନୈତି ମାମେତି ସୋ ଅର୍ଜ୍ଜୁନ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଜନ୍ମକର୍ମ ଚମେ ଦିବ୍ୟମେବଂ ଯୋ ବେତ୍ତି ତତ୍ୱତଃ।
ତ୍ୟର୍କ୍ତାଦେହଂ ପୁନର୍ଜନ୍ମ ନୈତି ମାମେତି ସୋ ଅର୍ଜ୍ଜୁନ

ହେ ଅର୍ଜ୍ଜୁନ ! ମୋର ଜନ୍ମ ଏବଂ କର୍ମ ଦିବ୍ୟ ଅର୍ଥାତ ନିର୍ମଳ ଏବଂ ଅଲୌକିକ ବୋଲି ଯେଉଁ ମନୁଷ୍ୟ ତତ୍ୱତଃ ଜାଣିପାରେ, ସେ ଶରୀର ତ୍ୟାଗ କରି ପୁନର୍ଜନ୍ମ ପାଏ ନାହିଁ। ସେ ମୋତେ ହିଁ ପ୍ରାପ୍ତ କରିଥାଏ।

( ଗୀତା ୪ର୍ଥ ଅ। ୯ମ ଶ୍ଲୋକ )