ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –
ଏବଂ ଜ୍ଞାତ୍ବା କୃତଂ କର୍ମ
ପୂର୍ବଵୈ ରପି ମୁମୂକ୍ଷୁଭି।
କୁରୁ କର୍ମଇବ ତସ୍ମାତତ୍ଵଂ
ପୂର୍ବଵୈ ପୂର୍ବତରଂ କୃତମ।।
ହେ ଅର୍ଜ୍ଜୁନ ! ପୂର୍ବ କାଳର ମୁମୂକ୍ଷୁମାନେ ମଧ୍ୟ ଏହା ଜାଣି କର୍ମ କରିଥିଲେ। ତେଣୁ ତୁମେ ମଧ୍ୟ ପୂର୍ବଜ ମାନଙ୍କ ଦ୍ୱାରା ଆଦି କାଳରୁ କରାଯାଇଥିବା କର୍ମ ହିଁ କର।
( ଗୀତା ୪ର୍ଥ ଅ। ୧୫ଶ ଶ୍ଲୋକ )