ଗୀତା ମାହାତ୍ମ୍ୟ: କର୍ମଣ୍ୟକର୍ମ ଯାଃ ପଷ୍ୟେଦ କର୍ମଣି ଚ କର୍ମ ଯାଃ। ସ ବୁଦ୍ଧିମାନ ମନୁଷ୍ୟଷୁ ସ ଯୁକ୍ତ କୃତସ୍ନକର୍ମକୃତ।। | News Room Odisha

ଗୀତା ମାହାତ୍ମ୍ୟ: କର୍ମଣ୍ୟକର୍ମ ଯାଃ ପଷ୍ୟେଦ କର୍ମଣି ଚ କର୍ମ ଯାଃ। ସ ବୁଦ୍ଧିମାନ ମନୁଷ୍ୟଷୁ ସ ଯୁକ୍ତ କୃତସ୍ନକର୍ମକୃତ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

କର୍ମଣ୍ୟକର୍ମ ଯାଃ ପଷ୍ୟେଦ କର୍ମଣି ଚ କର୍ମ ଯାଃ।
ସ ବୁଦ୍ଧିମାନ ମନୁଷ୍ୟଷୁ ସ ଯୁକ୍ତ କୃତସ୍ନକର୍ମକୃତ।।

ହେ ଅର୍ଜ୍ଜୁନ ! ଯିଏ କର୍ମରେ ଅକର୍ମ ଦର୍ଶନ କରନ୍ତି ଏବଂ ଅକର୍ମରେ କର୍ମ ଦର୍ଶନ କରନ୍ତି , ସିଏ ମନୁଷ୍ୟ ମାନଙ୍କ ମଧ୍ୟରେ ବୁଦ୍ଧିମାନ ଏବଂ ସିଏ ଯୋଗୀ। ସିଏ ସମସ୍ତ କର୍ମ କରିଥାନ୍ତି

( ଗୀତା ୪ର୍ଥ ଅ। ୧୮ଶ ଶ୍ଲୋକ )