ଗୀତା ମାହାତ୍ମ୍ୟ: ଜସ୍ୟ ସର୍ବେ ସମାରମ୍ଭା କାମସଂକଳ୍ପବର୍ଜିତଃ। ଜ୍ଞାନାଗ୍ନିଦଗ୍ଧ କର୍ମାଣମ ତମାହୁଃ ପଣ୍ଡିତଂ ବୁଧଃ।। | News Room Odisha

ଗୀତା ମାହାତ୍ମ୍ୟ: ଜସ୍ୟ ସର୍ବେ ସମାରମ୍ଭା କାମସଂକଳ୍ପବର୍ଜିତଃ। ଜ୍ଞାନାଗ୍ନିଦଗ୍ଧ କର୍ମାଣମ ତମାହୁଃ ପଣ୍ଡିତଂ ବୁଧଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଜସ୍ୟ ସର୍ବେ ସମାରମ୍ଭା କାମସଂକଳ୍ପବର୍ଜିତଃ।
ଜ୍ଞାନାଗ୍ନିଦଗ୍ଧ କର୍ମାଣମ ତମାହୁଃ ପଣ୍ଡିତଂ ବୁଧଃ।।

ହେ ଅର୍ଜ୍ଜୁନ ! ଯାହାଙ୍କର ସମସ୍ତ ଶାସ୍ତ୍ର ସମ୍ମତ କର୍ମ କାମନାଶୁନ୍ୟ ଓ ସଂକଳ୍ପ ଶୁନ୍ୟ ହୋଇଥାଏ।ତଥା ଯାହାଙ୍କର ସମସ୍ତକର୍ମ ଜ୍ଞାନରୂପକ ଅଗ୍ନିଦ୍ୱାରା ଭଷ୍ମ ହୋଇଯାଇଛି, ସେହି ମହାପୁରୁଷଙ୍କୁ ଜ୍ଞାନୀ ମାନେ ମଧ୍ୟ ପଣ୍ଡିତ ବୋଲି କୁହନ୍ତି।

( ଗୀତା ୪ର୍ଥ ଅ। ୧୯ଶ ଶ୍ଲୋକ )