ଗୀତା ମାହାତ୍ମ୍ୟ: ନିରାଶିର୍ଯ ତଚିତ୍ତାତ୍ମା। ତ୍ୟକ୍ତସର୍ଵପରିଗ୍ରହଃ। ଶାରୀରଂ କେବଲାଂ କର୍ମ କୁର୍ବନ୍ନାପ୍ନୂତି କିଳ ବିଷମ | News Room Odisha

ଗୀତା ମାହାତ୍ମ୍ୟ: ନିରାଶିର୍ଯ ତଚିତ୍ତାତ୍ମା। ତ୍ୟକ୍ତସର୍ଵପରିଗ୍ରହଃ। ଶାରୀରଂ କେବଲାଂ କର୍ମ କୁର୍ବନ୍ନାପ୍ନୂତି କିଳ ବିଷମ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ନିରାଶିର୍ଯ ତଚିତ୍ତାତ୍ମା। ତ୍ୟକ୍ତସର୍ଵପରିଗ୍ରହଃ।
ଶାରୀରଂ କେବଲାଂ କର୍ମ କୁର୍ବନ୍ନାପ୍ନୂତି କିଳ ବିଷମ

ହେ ଅର୍ଜ୍ଜୁନ ! ଯିଏ ଅନ୍ତଃକରଣ ଓ ଇନ୍ଦ୍ରିୟ ମାନଙ୍କ ସହ ଶରୀରକୁ ଜୟ କରି ଦେଇଛନ୍ତି, ସେହି ଆଶା ରହିତ ପୁରୁଷ କେବଳ ଶରୀର ସମ୍ବନ୍ଧୀ କର୍ମ କରୁଥିଲେ ମଧ୍ୟ ପାପଭାଗି ହୁଅନ୍ତି ନାହିଁ।

( ଗୀତା ୪ର୍ଥ ଅ। ୨୧ଶ ଶ୍ଲୋକ )