ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –
ଗତସଙ୍ଗସ୍ୟ ମୁକ୍ତସ୍ୟ ଜ୍ଞାନାବସ୍ଥିତଚେତସହ ।
ଯଜ୍ଞାୟା ଚରତଃ କର୍ମ ସମଗ୍ରଂ ପ୍ରବିଲୀୟତେ।।
ହେ ଅର୍ଜ୍ଜୁନ ! ଯାହାଙ୍କର ଆସକ୍ତି ସର୍ଵଥା ନଷ୍ଟ ହୋଇଯାଇଛି, ଯିଏ ଦେହାଭିମାନ ରୁ ରହିତ, ଯାହାଙ୍କ ଚିତ୍ତ୍ୱ ନିରନ୍ତର ପରମାତ୍ମା ଙ୍କ ଠାରେ ଲାଗିଛି, କେବଳ ଯଜ୍ଞ ସମ୍ପାଦନ ନିମିତ୍ତ କର୍ମ କରୁଥିବା ସେହି ମନୁଷ୍ୟ ଙ୍କର ସକଳ କର୍ମ ଭଲ ଭାବରେ ବିଲୀନ ହୋଇଯାଏ।
( ଗୀତା ୪ର୍ଥ ଅ। ୨୩ଶ ଶ୍ଲୋକ )