ଗୀତା ମାହାତ୍ମ୍ୟ: ଦୈଵମେବାପରେ ଯଜ୍ଞମ ଯୋଗୀନଃ ପର୍ୟ୍ଯ ପାସତେ। ବ୍ରହ୍ମାଗ୍ନାବପରେ ଯଜ୍ଞମ ଯଜ୍ଞନୈବୋ ପଯୁହ୍ୟତି। | News Room Odisha

ଗୀତା ମାହାତ୍ମ୍ୟ: ଦୈଵମେବାପରେ ଯଜ୍ଞମ ଯୋଗୀନଃ ପର୍ୟ୍ଯ ପାସତେ। ବ୍ରହ୍ମାଗ୍ନାବପରେ ଯଜ୍ଞମ ଯଜ୍ଞନୈବୋ ପଯୁହ୍ୟତି।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଦୈଵମେବାପରେ ଯଜ୍ଞମ ଯୋଗୀନଃ ପର୍ୟ୍ଯ ପାସତେ।
ବ୍ରହ୍ମାଗ୍ନାବପରେ ଯଜ୍ଞମ ଯଜ୍ଞନୈବୋ ପଯୁହ୍ୟତି।

ହେ ଅର୍ଜ୍ଜୁନ ! ଅନ୍ୟ କେତେକ ଯୋଗୀ ଦେବତା ମାନଙ୍କ ପୂଜନ ରୂପକ ଯଜ୍ଞକୁ ହିଁ ଭଲ ଭାବରେ ଅନୁଷ୍ଠାନ କରନ୍ତି ଏବଂ ଅନ୍ୟ କେତେକ ଯୋଗୀ ପରଂବ୍ରହ୍ମ ରୂପକ ଅଗ୍ନିରେ ଅଭେଦ ଦର୍ଶନ ରୂପକ ଯଜ୍ଞ ଦ୍ୱାରା ହିଁ ଆତ୍ମା ରୂପକ ଯଜ୍ଞକୁ ହବନ କରନ୍ତି।

( ଗୀତା ୪ର୍ଥ ଅ। ୨୫ଶ ଶ୍ଲୋକ )