ସଂଧ୍ୟା ୭ଟା ୩୦ ମିନିଟରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ସଂଧ୍ୟା ୭ଟା ୩୦ ମିନିଟରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଧ୍ୟା ସାଢେ ୭ଟାରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ । କୋରୋନା କଟକଣା ମଧ୍ୟରେ ଆଜିଠାରୁ ରାଜ୍ୟରେ ସ୍କୁଲକଲେଜ ଖୋଲିଥିବାରୁ ସେ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇ ସେମାନଙ୍କର ମନୋବଳ ବୃଦ୍ଧି କରିବା ଆଶା କରାଯାଉଛି । ଆଗାମୀ ପରୀକ୍ଷା ପାଇଁ ବି ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେବା ଆଶା କରାଯାଉଛି ।