ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –
ଅପାନେ ଜୁହ୍ବତି ପ୍ରାଣମ ପ୍ରାଣେ ଅପାନଂ ତଥାପରେ।
ପ୍ରାଣାପାନଗତି ରୁଦ୍ଧ ପ୍ରଣାୟମ ପରାୟଣ।।
ହେ ଅର୍ଜ୍ଜୁନ ! ଅନ୍ୟ କେତେକ ଯୋଗୀ ଅପାନ ବାୟୁରେ ପ୍ରାଣବାୟୁକୁ ଯଜ୍ଞ କରନ୍ତି, ସେହିପରି ଅନ୍ୟ ଯୋଗୀମାନେ ପ୍ରାଣବାୟରେ ଅପାନ ବାୟୁକୁ ହବନ କରନ୍ତି।
( ଗୀତା ୪ର୍ଥ ଅ। ୨୯ଶ ଶ୍ଲୋକ )