ଗୀତା ମାହାତ୍ମ୍ୟ: ଅପାନେ ଜୁହ୍ବତି ପ୍ରାଣମ ପ୍ରାଣେ ଅପାନଂ ତଥାପରେ। ପ୍ରାଣାପାନଗତି ରୁଦ୍ଧ ପ୍ରଣାୟମ ପରାୟଣ।। | News Room Odisha

ଗୀତା ମାହାତ୍ମ୍ୟ: ଅପାନେ ଜୁହ୍ବତି ପ୍ରାଣମ ପ୍ରାଣେ ଅପାନଂ ତଥାପରେ। ପ୍ରାଣାପାନଗତି ରୁଦ୍ଧ ପ୍ରଣାୟମ ପରାୟଣ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଅପାନେ ଜୁହ୍ବତି ପ୍ରାଣମ ପ୍ରାଣେ ଅପାନଂ ତଥାପରେ।
ପ୍ରାଣାପାନଗତି ରୁଦ୍ଧ ପ୍ରଣାୟମ ପରାୟଣ।।

ହେ ଅର୍ଜ୍ଜୁନ ! ଅନ୍ୟ କେତେକ ଯୋଗୀ ଅପାନ ବାୟୁରେ ପ୍ରାଣବାୟୁକୁ ଯଜ୍ଞ କରନ୍ତି, ସେହିପରି ଅନ୍ୟ ଯୋଗୀମାନେ ପ୍ରାଣବାୟରେ ଅପାନ ବାୟୁକୁ ହବନ କରନ୍ତି।

( ଗୀତା ୪ର୍ଥ ଅ। ୨୯ଶ ଶ୍ଲୋକ )