ଯୋରନ୍ଦା ମେଳା ଆରମ୍ଭ | News Room Odisha

ଯୋରନ୍ଦା ମେଳା ଆରମ୍ଭ

ଯୋରନ୍ଦା : ଆଜିଠାରୁ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହୋଇଛି । ମାଘ ଶୁକ୍ଳ ଚତୁର୍ଦ୍ଦଶୀ ମହିମା ଗୋସାଇଁଙ୍କ ମହାପ୍ରୟାଣ ଦିବସରେ ଆରମ୍ଭ ହୋଇଛି ମେଳା । ଶହ ଶହ ମହିମା ସାଧୁଙ୍କ ସମାଗମ ସୋଇଛି । ଉଭୟ ବକ୍କଳ ଓ କଉପୁନିଧାରୀ ମହିମା ସନ୍ଥମାନେ ମେଳାକୁ ଆସିଛନ୍ତି । ଆଜି ଅପରାହ୍ନରେ ଗାଦି ମନ୍ଦିର , ଧୁନି ମନ୍ଦିର ଓ ବତୀ ମନ୍ଦିରରେ ଝାଡବତୀ ଜଳାଯିଵ । କୋଭିଡ କଟକଣା ଯୋଗୁଁ ଏଥର କେବଳ ସାଧୁସନ୍ଥ ଓ ମହିମା ଧର୍ମର ଲୋକଙ୍କୁ ମନ୍ଦିର ଭିତରକୁ ଛଡାଯିବ ।