ବ୍ରହ୍ମଗିରିରେ ନିର୍ବାଚନୀ ହିଂସା, ୪ ଆ‌ହତ | News Room Odisha

ବ୍ରହ୍ମଗିରିରେ ନିର୍ବାଚନୀ ହିଂସା, ୪ ଆ‌ହତ

ପୁରୀ- ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପୁଣି ନିର୍ବାଚନୀ ହିଂସା । ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି । ରାହାଡମଲ ଗ୍ରାମ ପଞ୍ଚାୟତର ନିଶିଭ ଅ‍ଁର ଗାଁ ର ବୁଥ ନମ୍ବର ୮ ରେ ମତଦାନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୪ ଜଣ ଆହତ ହୋଇଛନ୍ତି । ଆ‌ହତମାନଙ୍କୁ ରେବଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।