ଗଜପତି ମହାରାଜଙ୍କୁ କୋରୋନା | News Room Odisha

ଗଜପତି ମହାରାଜଙ୍କୁ କୋରୋନା

ପୁରୀ – ପୁରୀ ଗଜପତି ଦିବ୍ୟସିଂହ ଦେବ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଲକ୍ଷଣହୀନ ଗଜପତି ୭ ଦିନିଆ ଗୃହ ସଙ୍ଗରୋଧରେ ଅଛନ୍ତି । ତେଣୁ ଶନିବାର ଗଜପତି ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିରରେ ସ୍ବାଗତ କରିପାରିବେନି ।

ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା କରିବାର ସ୍ୱାଗତ କରିବାର ଥିଲା ।