ପୁରୀ ଗୌଡ଼ୀୟ ମଠରେ ରାଷ୍ଟ୍ରପତି, ଶରଧାବାଲିରେ ବୈଷ୍ଣବ ସମ୍ମିଳନୀ ଅଧିବେଶନରେ ଯୋଗଦାନ | News Room Odisha

ପୁରୀ ଗୌଡ଼ୀୟ ମଠରେ ରାଷ୍ଟ୍ରପତି, ଶରଧାବାଲିରେ ବୈଷ୍ଣବ ସମ୍ମିଳନୀ ଅଧିବେଶନରେ ଯୋଗଦାନ

ପୁରୀ- ଗୌଡ଼ୀୟ ମଠରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୦ ମିନିଟ ମଠ ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି । ତାଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ମଠରେ ମହାପ୍ରଭୁ ଓ ଶ୍ରୀଚୈତନ୍ୟଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ ପରେ ଶରଧାବାଲିରେ ବୈଷ୍ଣବ ସମ୍ମିଳନୀ ଅଧିବେଶନରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ।