ଯାଜପୁର ଜିଲ୍ଲାରେ ମତଦାନ ବେଳେ ବିଶୃଙ୍ଖଳା, ସାମ୍ବାଦିକଙ୍କୁ ଆକ୍ରମଣ | News Room Odisha

ଯାଜପୁର ଜିଲ୍ଲାରେ ମତଦାନ ବେଳେ ବିଶୃଙ୍ଖଳା, ସାମ୍ବାଦିକଙ୍କୁ ଆକ୍ରମଣ

ଯାଜପୁର – ବିଞ୍ଝାରପୁରରେ ନିର୍ବାଚନୀ ହିଂସାକାଣ୍ଡର ଖବର ମିଳିଛି । ବାଛୋଳ ପଞ୍ଚାୟତର ବାମଦେବପୁର ଗାଁର ୨ ନମ୍ବର ବୁଥ ଜବରଦଖଲ ଅଭିଯୋଗ ହୋଇଛି । ୩ ଜଣ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗାଡ଼ି ଭଙ୍ଗାରୁଜା କରାଯିବା ସହ ଜଣେ ସାମ୍ବାଦିକଙ୍କୁ ଅପହରଣ ଅଭିଯୋଗ ହୋଇଛି ।

ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ ।