କାଲି ୪୫ଟି ବୁଥରେ ପୁନଃ ମତଦାନ | News Room Odisha

କାଲି ୪୫ଟି ବୁଥରେ ପୁନଃ ମତଦାନ

ଭୁବନେଶ୍ୱର – ବୁଧବାର ସକାଳ ୯ଟାରୁ ଅପରାହ୍‌ଣ ୩ଟା ଯାଏ ୪୫ଟି ବୁଥରେ ହେବ ପୁନଃ ମତଦାନ।

ଯାଜପୁରରେ ସର୍ବାଧିକ ୨୧, ଭଦ୍ରକର ୬, ପୁରୀର ୫ , ଢେଙ୍କାନାଳରେ ୪, ଜଗତସିଂହପୁରର ୩ ଓ ମୟୂରଭଞ୍ଜରେ ୩ଟି ବୁଥରେ ହେବ ପୁନଃ ମତଦାନ ।

ବୌଦ୍ଧ, ବଲାଙ୍ଗିର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏଁ ବୁଥରେ ମତଦାନ ହେବ ।