ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : –
ଯୋଗସଂନ୍ୟସ୍ତକର୍ମାଣ ଜ୍ଞାନ ସଂ ଛିନ୍ନ ସଂଶୟମ
ଆତ୍ମବନ୍ତମ ନ କର୍ମାଣି ନିବଧନନ୍ତି ଧନଞ୍ଜୟ।।
ହେ ଅର୍ଜ୍ଜୁନ ! ଯିଏ କର୍ମଯୋଗ ବିଧିରେ ସମସ୍ତ କର୍ମ ପରମାତ୍ମା ଙ୍କ ଠାରେ ଅର୍ପଣ କରିଦେଇଛନ୍ତି ଏବଂ ଯେ ବିବେକଦ୍ୱାରା ଅନ୍ତଃକରଣଯୁକ୍ତ ପୁରୁଷ ଙ୍କୁ କର୍ମମାନେ ବାନ୍ଧି ପାରନ୍ତି ନାହିଁ।।
( ଗୀତା ୪ର୍ଥ ଅ। ୪୧ ଶ ଶ୍ଲୋକ )