ଗୀତା ମାହାତ୍ମ୍ୟ: ଯୋଗସଂନ୍ୟସ୍ତକର୍ମାଣ ଜ୍ଞାନ ସଂ ଛିନ୍ନ ସଂଶୟମ ଆତ୍ମବନ୍ତମ ନ କର୍ମାଣି ନିବଧନନ୍ତି ଧନଞ୍ଜୟ।। | News Room Odisha

ଗୀତା ମାହାତ୍ମ୍ୟ: ଯୋଗସଂନ୍ୟସ୍ତକର୍ମାଣ ଜ୍ଞାନ ସଂ ଛିନ୍ନ ସଂଶୟମ ଆତ୍ମବନ୍ତମ ନ କର୍ମାଣି ନିବଧନନ୍ତି ଧନଞ୍ଜୟ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : –

ଯୋଗସଂନ୍ୟସ୍ତକର୍ମାଣ ଜ୍ଞାନ ସଂ ଛିନ୍ନ ସଂଶୟମ
ଆତ୍ମବନ୍ତମ ନ କର୍ମାଣି ନିବଧନନ୍ତି ଧନଞ୍ଜୟ।।

ହେ ଅର୍ଜ୍ଜୁନ ! ଯିଏ କର୍ମଯୋଗ ବିଧିରେ ସମସ୍ତ କର୍ମ ପରମାତ୍ମା ଙ୍କ ଠାରେ ଅର୍ପଣ କରିଦେଇଛନ୍ତି ଏବଂ ଯେ ବିବେକଦ୍ୱାରା ଅନ୍ତଃକରଣଯୁକ୍ତ ପୁରୁଷ ଙ୍କୁ କର୍ମମାନେ ବାନ୍ଧି ପାରନ୍ତି ନାହିଁ।।

( ଗୀତା ୪ର୍ଥ ଅ। ୪୧ ଶ ଶ୍ଲୋକ )