ଗୀତା ମାହାତ୍ମ୍ୟ: ତସ୍ମାଦଜ୍ଞାନସମ୍ଭୁତଂ ହୃତସ୍ଥମ ଜ୍ଞାନସୀନାତ୍ମାନଃ। ଛିତୈନଂ ସଂଶୟମ ଯୋଗମାତିଷ୍ଠତ୍ବିଷ୍ଠା ଭାରତ।। | News Room Odisha

ଗୀତା ମାହାତ୍ମ୍ୟ: ତସ୍ମାଦଜ୍ଞାନସମ୍ଭୁତଂ ହୃତସ୍ଥମ ଜ୍ଞାନସୀନାତ୍ମାନଃ। ଛିତୈନଂ ସଂଶୟମ ଯୋଗମାତିଷ୍ଠତ୍ବିଷ୍ଠା ଭାରତ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : –

ତସ୍ମାଦଜ୍ଞାନସମ୍ଭୁତଂ ହୃତସ୍ଥମ ଜ୍ଞାନସୀନାତ୍ମାନଃ।
ଛିତୈନଂ ସଂଶୟମ ଯୋଗମାତିଷ୍ଠତ୍ବିଷ୍ଠା ଭାରତ।।

ହେ ଅର୍ଜ୍ଜୁନ ! ତୁମେ ବିବେକ ଜ୍ଞାନ ରୂପକ ତରବାରି ଦ୍ୱାରା ହୃଦୟ ରେ ରହିଥିବା ନିଜର ଅଜ୍ଞାନ ଜନିତ ସଂଶୟ ଛେଦନ କରି ସମତ୍ୱ ରୂପକ କର୍ମ ଯୋଗ ରେ ସ୍ଥିତ ହୁଅ ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଅ।
( ଗୀତା ୪ର୍ଥ ଅ। ୪୨ ଶ ଶ୍ଲୋକ )