ହେମାନନ୍ଦ ବିଶ୍ବାଳଙ୍କ ମୃତ୍ୟୁରେ ଶୋକ | News Room Odisha

ହେମାନନ୍ଦ ବିଶ୍ବାଳଙ୍କ ମୃତ୍ୟୁରେ ଶୋକ

ଭୁବନେଶ୍ୱର – ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ମୃତ୍ୟୁରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି । ହେମାନନ୍ଦଙ୍କ ମୃତ୍ୟୁ ରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସ୍ଥିତି କାମନା କରିଛନ୍ତି ପ୍ରଣବ ।