ଗୀତା ମାହାତ୍ମ୍ୟ: ସଂନ୍ୟାସ କର୍ମଯୋଗଶ୍ଚ ନିଶ୍ରେୟସକରାବୁଭୌ। ତୟୋସ୍ତୁ କର୍ମସନ୍ୟାସାତ୍ କର୍ମଯୋଗ ବିଶିଷ୍ୟତେ | News Room Odisha

ଗୀତା ମାହାତ୍ମ୍ୟ: ସଂନ୍ୟାସ କର୍ମଯୋଗଶ୍ଚ ନିଶ୍ରେୟସକରାବୁଭୌ। ତୟୋସ୍ତୁ କର୍ମସନ୍ୟାସାତ୍ କର୍ମଯୋଗ ବିଶିଷ୍ୟତେ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ସଂନ୍ୟାସ କର୍ମଯୋଗଶ୍ଚ ନିଶ୍ରେୟସକରାବୁଭୌ।
ତୟୋସ୍ତୁ କର୍ମସନ୍ୟାସାତ୍ କର୍ମଯୋଗ ବିଶିଷ୍ୟତେ

ହେ ଅର୍ଜ୍ଜୁନ ! କର୍ମସନ୍ୟାସ ଓ କର୍ମଯୋଗ ଏ ଉଭୟ କଲ୍ୟାଣକର, କିନ୍ତୁ ଏହି ଦୁଇଟି ମଧ୍ୟରୁ କର୍ମସନ୍ୟାସ ଅପେକ୍ଷା ସାଧନାରେ ସୁଗମ ହୋଇଥିବାରୁ କର୍ମଯୋଗ ଶ୍ରେଷ୍ଠଅଟେ।

( ଗୀତା ୫ର୍ଥ ଅ। ୨ୟ ଶ୍ଲୋକ )