ପଞ୍ଚାୟତ ନିର୍ବାଚନ ଫଳାଫଳ ଅପଡେଟ | News Room Odisha

ପଞ୍ଚାୟତ ନିର୍ବାଚନ ଫଳାଫଳ ଅପଡେଟ

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆଜି ୩୦୭ ଜିଲ୍ଲା ପରିଷଦ ଜୋନରେ ଗଣତି ଚାଲିଛି । ୮୫୧ ଜିଲ୍ଲା ପରିଷଦ ଜୋନରୁ ଏ ଯାଏଁ ୫୭୧ଟି ଜୋନରେ ଫଳାଫଳ/ଧାରା ଆସିଛି । ବିଜେଡି ୫୦୧ ଆସନରେ ବିଜୟୀ/ଆଗୁଆ ରହିଛି । ବିଜେପି ୩୬ରେ ଆଗୁଆ/ବିଜୟୀ ରହିଛି । କଂଗ୍ରେସ ୧୫ ଓ ଅନ୍ୟାନ୍ୟ ୧୯ ଆସନରେ ଆଗୁଆ/ବିଜୟୀ ରହିଛନ୍ତି ।