ପଞ୍ଚାୟତ ନିର୍ବାଚନ ଫଳ ଅପଡେଟ | News Room Odisha

ପଞ୍ଚାୟତ ନିର୍ବାଚନ ଫଳ ଅପଡେଟ

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନ ଗଣତିର ଟ୍ରେଣ୍ଡ ଅନୁସାରେ ବିଜେଡି ୫୫୨ ଜିଲ୍ଲା ପରିଷଦ ଆସନରେ ବିଜୟୀ/ଆଗୁଆ ରହିଛି । ବିଜେପି ବହୁପଛରେ ରହିଛି । ଦଳ ମାତ୍ର ୩୧ ଆସନରେ ବିଜୟୀ/ଆଗୁଆ ରହିଛି । କଂଗ୍ରେସ ୩୦ ଏବଂ ଅନ୍ୟାନ୍ୟ ୭ ଆସନରେ ଆଗୁଆ /ବିଜୟୀ ରହିଛନ୍ତି ।
ଆଜି ୩୦୭ ଜିଲ୍ଲା ପରିଷଦ ଆସନରେ ଗଣତି ହୋଇଛି । ଶନିବାର ୩୧୫ ଆସନରେ ଗଣତି ହୋଇଥିଲା ।