ଭଲ ପାଇବା ପାଇଁ ଓଡ଼ିଶାବାସୀଙ୍କୁ ପ୍ରଣାମ କଲେ ବିଜେଡି ସାଂଗଠନିକ ସଂପାଦକ | News Room Odisha

ଭଲ ପାଇବା ପାଇଁ ଓଡ଼ିଶାବାସୀଙ୍କୁ ପ୍ରଣାମ କଲେ ବିଜେଡି ସାଂଗଠନିକ ସଂପାଦକ

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ଏକତରଫା ସଫଳତା ନେଇ ପ୍ରତିକ୍ରିୟା ରଖିଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ମହାପ୍ରଭୁ ଓ ଓଡ଼ିଶାବାସୀଙ୍କୁ ଶତ ଶତ ପ୍ରଣାମ କରିଛନ୍ତି ପ୍ରଣବ । ବିଜେଡି ଏକ ଦଳ ନୁହେଁ , ଏହା ଏବେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସେ କହିଛନ୍ତି ।